Posts

Showing posts with the label odia shayari

odia shayari, attitude boys and girls

Image
ନମସ୍କାର ଏହିଭଳି interesting topic ପାଇଁ , share ,comment ଏବଂ follow କରନ୍ତୁ  ODIA   SHAYARI କହିବାର ଅଛି ତା ସାମ୍ନାରେ କହ ଆ ତା ଆଗରେ ଗପିବା ଦରକାର ନହ୍ନି ଭୁଲ କୁ କ୍ଷମା କରିବା ମାନେ  ଆଉ ଥରେ ନିଜକୁ ନିଜେ ସଜା ଦେବା  ଭୁଲ ର କ୍ଷମା ଦେବା  ବାରମ୍ବାର ଭୁଲ କଲେ ଶାସ୍ତି କାହାକୁ ମୂର୍ଖ ଭାବିବା  ନିଜର ମୂର୍ଖାମୀ  ଯେପର୍ଯ୍ୟନ୍ତ କାମୁଡିବା ର ଓଉକାତ ନାହିଁ  ଭୁକିଲେ କିଛି ଲାଭ ହେବନାହିଁ  ଏବେ ତୋ ଟାଇମ ଅଛି ଯାହା କରିବା କଥା କର  ମୋ ଟାଇମ ଆସିଲେ ବଂସ ଥରାଇ ଦେବୀ  ଯିଏ ତମ ସହ ଫ୍ରି ସମୟରେ କଥା ହୋଉଛି  ତା ସହ ବି ଏମିତି କରିବା ଦରକାର  କାହାର ଆଗରେ ହାତ ପତେଇବା  ଅପେକ୍ଷା  ଉପବାସ ରେ ରହିବା 100 ଗୁଣରେ ଭଲ  ଜୀବନରେ ସବୁକିଛି ଭୁଲିଯାଅ  କିନ୍ତୁ ତମକୁ ଅପମାନ କରିଥିବା ମଣିଷକୁ ନୁହଁ  ଭଲ ପାଇବା ବେଳେ ଯେମିତି ଲାଜ କରନା  ବାହାହବା କଥା ଆସିଲେ ଘର ଲୋକଙ୍କୁ କହିବାର ସାହସ  ରହିବା ଦରକାର | ଜୀବନରେ ମିଠା ହେଲେ ସବୁ ଖାଇଦେବେ  ଏବଂ ପିତା ହେଲେ ଖାଇବା ପୁର୍ବୁରୁ 10ଥର ଭାବିବେ  ନମସ୍କାର ମୋ blogger website କୁ ଆସିଥିବା ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ,ମୋ କଥା କେମିତି ଲାଗିଲା comment ମାଧ୍ୟମରେ ଜଣାଇବେ | social truth