odia shayari, attitude boys and girls

ନମସ୍କାର ଏହିଭଳି interesting topic ପାଇଁ , share ,comment ଏବଂ follow କରନ୍ତୁ 



ODIA   SHAYARI

  • କହିବାର ଅଛି ତା ସାମ୍ନାରେ କହ
  • ଆ ତା ଆଗରେ ଗପିବା ଦରକାର ନହ୍ନି

  • ଭୁଲ କୁ କ୍ଷମା କରିବା ମାନେ 
  • ଆଉ ଥରେ ନିଜକୁ ନିଜେ ସଜା ଦେବା 

  • ଭୁଲ ର କ୍ଷମା ଦେବା 
  • ବାରମ୍ବାର ଭୁଲ କଲେ ଶାସ୍ତି

  • କାହାକୁ ମୂର୍ଖ ଭାବିବା 
  • ନିଜର ମୂର୍ଖାମୀ 

  • ଯେପର୍ଯ୍ୟନ୍ତ କାମୁଡିବା ର ଓଉକାତ ନାହିଁ 
  • ଭୁକିଲେ କିଛି ଲାଭ ହେବନାହିଁ 

  • ଏବେ ତୋ ଟାଇମ ଅଛି ଯାହା କରିବା କଥା କର 
  • ମୋ ଟାଇମ ଆସିଲେ ବଂସ ଥରାଇ ଦେବୀ 

  • ଯିଏ ତମ ସହ ଫ୍ରି ସମୟରେ କଥା ହୋଉଛି 
  • ତା ସହ ବି ଏମିତି କରିବା ଦରକାର 

  • କାହାର ଆଗରେ ହାତ ପତେଇବା  ଅପେକ୍ଷା 
  • ଉପବାସ ରେ ରହିବା 100 ଗୁଣରେ ଭଲ 

  • ଜୀବନରେ ସବୁକିଛି ଭୁଲିଯାଅ 
  • କିନ୍ତୁ ତମକୁ ଅପମାନ କରିଥିବା ମଣିଷକୁ ନୁହଁ 

  • ଭଲ ପାଇବା ବେଳେ ଯେମିତି ଲାଜ କରନା 
  • ବାହାହବା କଥା ଆସିଲେ ଘର ଲୋକଙ୍କୁ କହିବାର ସାହସ 
  • ରହିବା ଦରକାର |

  • ଜୀବନରେ ମିଠା ହେଲେ ସବୁ ଖାଇଦେବେ 
  • ଏବଂ ପିତା ହେଲେ ଖାଇବା ପୁର୍ବୁରୁ 10ଥର ଭାବିବେ 

ନମସ୍କାର ମୋ blogger website କୁ ଆସିଥିବା ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ,ମୋ କଥା କେମିତି ଲାଗିଲା comment ମାଧ୍ୟମରେ ଜଣାଇବେ | social truth 

Comments

Popular posts from this blog

The Day the Light Stayed On // motivation story //

ଜୟ ଭୀମ ନାରା ରେ ହବନି ଜୟ ଭୀମ କରିଥିବା କାମ କର / social war

attitude shayari Boys || motivation | social truth //