ଜୟ ଭୀମ ନାରା ରେ ହବନି ଜୟ ଭୀମ କରିଥିବା କାମ କର / social war
Dr.ଭୀମରାଓ ରାମଜୀ ଅମ୍ବେଡକର, ଜନ୍ମ ହୋଇଥିଲେ ୧୪ ଏପ୍ରିଲ ୧୮୯୧ ରେ, ସେ ଥିଲେ ଏକ ପ୍ରସିଦ୍ଧ ଭାରତୀୟ ଆଇନଜ୍ଞ, ଅର୍ଥନୀତିବିଦ୍, ସାମାଜିକ ସୁଧାରକ, ଏବଂ ଭାରତୀୟ ସଂବିଧାନର ମୁଖ୍ୟ ନିର୍ମାତା, ଦଳିତଙ୍କ ଅଧିକାର ପାଇଁ ଅଭିଯୋଗ କରିଥିଲେ ଏବଂ ଜାତିବାଦିୟ ଭେଦଭାବ ପ୍ରତି ତାଙ୍କର ଚେଷ୍ଟାନ୍ତରହୀନ ସଂଘର୍ଷ ଥିଲା || କିନ୍ତୁ ଏହାର ଫାଇଦା ନେଇ କିଛି ଦଳିତ ବର୍ଗ ଙ୍କୁ ପ୍ରଲଭ ନ ଦେଖେଇ ଏବଂ ତାଙ୍କ ଫୁସୁଲେଇ ପସେଇଲି କି ହିନ୍ଦୁ ଧର୍ମ ପ୍ରତି ଆଞ୍ଚ ଆଣିବାକୁ ଚେଷ୍ଟା କରୁଛନ୍ତି , ସେଥିପାଇଁ ହିନ୍ଦୁ ଭାଇମାନେ ଏହାକୁ ବହୁଳ ଭାବରେ ବିରୋଧ ଆଉ ତୀବ୍ର ମନ୍ତବ୍ୟ ଦେଉଛନ୍ତି . Dr.ଭୀମ ରାଓ ଆମ୍ବେଦ ଙ୍କର ନାମ ନେଇକି ଗୋଟେ ଏଜେଣ୍ଡା ଚଳାଉଛନ୍ତି , ସେଥିପାଇଁ ଆମ ହିନ୍ଦୁ ସମାଜ ସ୍ୱର ଉଠାଇବା ଦରକାର ଚାଲନ୍ତୁ ଜାଣିବା ଡ୍ର . ଭୀମରାଓ ଆମ୍ବେଦକର କିଏ , ସେ କଣ କଣ କରିଥିଲେ :- Dr.ଭୀମରାଓ ରାମଜୀ ଅମ୍ବେଡକର, ଜନ୍ମ ହୋଇଥିଲେ ୧୪ ଏପ୍ରିଲ ୧୮୯୧ ରେ, ସେ ଥିଲେ ଏକ ପ୍ରସିଦ୍ଧ ଭାରତୀୟ ଆଇନଜ୍ଞ, ଅର୍ଥନୀତିବିଦ୍, ସାମାଜିକ ସୁଧାରକ, ଏବଂ ଭାରତୀୟ ସଂବିଧାନର ମୁଖ୍ୟ ନିର୍ମାତା, ଦଳିତଙ୍କ ଅଧିକାର ପାଇଁ ଅଭିଯୋଗ କରିଥିଲେ ଏବଂ ଜାତିବାଦିୟ ଭେଦଭାବ ପ୍ରତି ତାଙ୍କର ଚେଷ୍ଟାନ୍ତରହୀନ ସଂଘର୍ଷ ଥିଲା || ଜୀବନ ଆରମ୍ଭ : ଡ. ଭୀମରାଓ ଆମ୍ବେଦକର ମଧ୍ୟପ୍ରଦେଶର ମହୁରେ ଏକ ...